MCQ Quiz
1. ବିଶ୍ୱନାଥଙ୍କୁ ସିଂଘନାଦ ମାଗିବାପାଇଁ କିଏ ଭୀମଙ୍କୁ ନିର୍ଦ୍ଦେଶ ଦେଲେ?
(A) ଗୋବିନ୍ଦ
(B) ଯୁଧୁଷ୍ଠିର
(C) ଦୁର୍ଯ୍ୟୋଧନ
(D) ସହଦେବ
2. ଭୀମଙ୍କ ଧାନରେ କାହାର ଆସନ କମ୍ପି ଉଠିଥିଲା?
(A) ବ୍ରହ୍ମା
(B) ଶିବ
(C) ବିଷ୍ଣୁ
(D) ସୂର୍ଯ୍ୟ
3. ଭୀମଙ୍କୁ ବର ଦେବାପାଇଁ ଈଶ୍ୱର କାଁହାର ପରାମର୍ଶ ଲୋଡ଼ିଥିଲେ?
(A) କାଳୀ
(B) ଲକ୍ଷ୍ମୀ
(C) ପାର୍ବତୀ
(D) ସରସ୍ବତୀ
4. ବିପଦ ସମୟରେ ଶିବଙ୍କ କୈଳାସ ପର୍ବତକୁ କିଏ ଉଦ୍ଧାର କରିଥିଲେ?
(A) ଅର୍ଜୁନ
(B) ଶ୍ରୀକୃଷ୍ଣ
(C) ମହାଲକ୍ଷ୍ମୀ
(D) ବିଷ୍ଣୁ
5. ତ୍ରିପୁରାରି କିଏ?
(A) ବ୍ରହ୍ମା
(B) ଶିବ
(C) ବିଷ୍ଣୁ
(D) ଇନ୍ଦ୍ର
6. ଈଶ୍ବରଙ୍କଠାରୁ ଭୀମ ସିଂଘନାଦ ମାଗନ୍ତୁ ବୋଲି ଜଗନ୍ନାଥଙ୍କୁ କିଏ ନିବେଦନ କରିଥିଲେ?
(A) ଶିବ
(B) ଦୁର୍ଯ୍ୟୋଧନ
(C) ଇନ୍ଦ୍ର
(D) ଅର୍ଜୁନ
7. କେତେଥର ଶବ୍ଦ ସୃଷ୍ଟି କରିବାକୁ ଶିବ ସିଂଘନାଦକୁ ଆଦେଶ ଦେଇଥିଲେ?
(A) ଏକଥର
(B) ଚାରିଥର
(C) ସାତଥର
(D) ଆଠଥର
8. ସିଂଘନାଦର ଶବ୍ଦ ଶୁଣି କାହାର ନିଦ୍ରା ଭଗ୍ନ ହେଲା?
(A) ମାନଗୋବିନ୍ଦ
(B) ଇନ୍ଦ୍ର
(C) ଯୁଧୁଷ୍ଠିର
(D) ଅର୍ଜୁନ
9. ଭୀମର ଭୟଙ୍କର ଶବ୍ଦରେ ଲକ୍ଷ୍ମୀଙ୍କ କୋଳ ତ୍ୟାଗ କରି କିଏ ଗର୍ଜି ଉଠିଥିଲେ?
(A) ଅର୍ଜୁନ
(B) ଯୁଧୁଷ୍ଠିର
(C) ଶ୍ରୀକୃଷ୍ଣ
(D) ଦୁର୍ଯ୍ୟୋଧନ
10. ‘ରାଜା ଧୃତିରାଷ୍ଟି’ କିଏ?
(A) ଯୁଧୁଷ୍ଠିର
(B) ଦୁର୍ଯ୍ୟୋଧନ
(C) ଅର୍ଜୁନ
(D) ଭୀମ
11. ଦୁର୍ଯ୍ୟୋଧନ ଉତ୍ତେଜିତ ହେବା ସମୟରେ ତାଙ୍କୁ କିଏ ଭିଡ଼ି ଧରିଥିଲେ?
(A) ଅର୍ଜୁନ
(B) ଶ୍ରୀକୃଷ୍ଣ
(C) ମହାଲକ୍ଷ୍ମୀ
(D) ଯୁଧୁଷ୍ଠିର
12. ମାନଗୋବିନ୍ଦ ନାମରେ କିଏ ପରିଚିତ?
(A) ଯୁଧୁଷ୍ଠିର
(B) ଦୁର୍ଯ୍ୟୋଧନ
(C) ଅର୍ଜୁନ
(D) ସହଦେବ
13. ଭୀମଙ୍କ ଦ୍ବିତୀୟ ରଡ଼ିରେ କଦଳୀପତ୍ର ପରି କିଏ କମ୍ପୁଥିଲେ?
(A) ଦୁର୍ଯ୍ୟୋଧନ
(B) ବିଷ୍ଣୁ
(C) ଇନ୍ଦ୍ର
(D) ସୂର୍ଯ୍ୟ
14. ଭୀମର ଦ୍ବିତୀୟ ସିଂଘନାଦ ରଡ଼ିରେ କେତେ ଯୋଜନ ପର୍ଯ୍ୟନ୍ତ ଆକାଶ କମ୍ପି ଉଠିଲା?
(A) ଚାରି ଲକ୍ଷ
(B) ଛଅ ଲକ୍ଷ
(C) ପାଞ୍ଚ ଲକ୍ଷ
(D) ସାତ ଲକ୍ଷ
15. ଭୀମର କେତେଥର ରଡ଼ି ସହିବାକୁ ଦୁର୍ଯ୍ୟୋଧନ ଲକ୍ଷ୍ମୀଙ୍କ ଆଗରେ ପ୍ରତିଜ୍ଞା କରିଥିଲେ?
(A) ଛଅଥର
(B) ଚାରିଥର
(C) ସାତଥର
(D) ଆଠଥର
16. କାହା ଗଦାର ଓଜନ ସତୁରି ଭାର ଥିଲା?
(A) ଭୀମର ଗଦା
(B) ବଳରାମଙ୍କ ଗଦା
(C) ଦୁର୍ଯ୍ୟୋଧନର ଗଦା
(D) ଜରାସନ୍ଧର ଗଦା
17. ଦୁର୍ଯ୍ୟୋଧନ କାହାକୁ ‘‘ପଳା ଯା’’ ବୋଲି କହିଥିଲେ?
(A) ପାର୍ବତୀ
(B) ଲକ୍ଷ୍ମୀ
(C) ଗାନ୍ଧାରୀ
(D) ଦ୍ରୌପଦୀ
18. ସାରଳା ଦାସ ମହାଭାରତ ରଚନା କରିବା ସମୟରେ କିଏ ଓଡ଼ିଶାର ଗଜପତି ଥିଲେ?
(A) କପିଳେନ୍ଦ୍ର ଦେବ
(B) କୃଷ୍ଣଚନ୍ଦ୍ର ଦେବ
(C) ନରସିଂହ ଦେବ
(D) କୌଣସିଟି ନୁହେଁ
19. ସିଂଘନାଦର ଶବ୍ଦ ଶୁଣି କାହାର ନିଦ୍ରା ଭଗ୍ନ ହେଲା?
(A) ମାନଗୋବିନ୍ଦ
(B) ଇନ୍ଦ୍ର
(C) ଯୁଧୁଷ୍ଠିର
(D) ଅର୍ଜୁନ
Submit